30.1 C
Bhubaneswar
Sunday, July 7, 2024
Homeଓଡିଶାତତ୍କାଳ ସମୂହ ଛୁଟିରେ ଯିବାକୁ ଶିକ୍ଷକଙ୍କ ଚେତାବନୀ

ତତ୍କାଳ ସମୂହ ଛୁଟିରେ ଯିବାକୁ ଶିକ୍ଷକଙ୍କ ଚେତାବନୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକର ସମସ୍ତ ଜେଟି, ଜେଟିସି,ଏମଏଲଇ ତଥା ଏନପିଏସ ଶିକ୍ଷକ ଶିକ୍ଷୟତ୍ରୀମାନେ ବ୍ୟକ୍ତିଗତ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଏବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଗଣଶିକ୍ଷା ସଚିବ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବୀପତ୍ରରେ ଚଳିତ ମାସ ୧୫, ୧୬ ଓ ୧୭ ତାରିଖରେ ବ୍ୟକ୍ତିଗତ ଛୁଟିରେ ରହିବେ ବୋଲି ଦର୍ଶାଇଛନ୍ତି। ଯଦି ଦାବି ପୂରଣ ନହୁଏ ତତ୍କାଳ ସମୂହ ଛୁଟିରେ ଯିବାକୁ ଦରଖାସ୍ତରେ ଚେତାବନୀ ଦେଇଛନ୍ତି ।

ପୁଲିସ ପଞ୍ଝାରେ ଏରାଗୋଳା ଗ୍ୟାଙ୍ଗ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking