31.1 C
Bhubaneswar
Friday, October 18, 2024
Homeଓଡିଶାଲୋୟର ପିଏମଜିରେ ଗର୍ଜିଲେ ଶିକ୍ଷକ

ଲୋୟର ପିଏମଜିରେ ଗର୍ଜିଲେ ଶିକ୍ଷକ

ଭୁବନେଶ୍ୱର: ଲୋୟର ପିଏମଜିରେ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ ଦେଖିବାକୁ ମିଳିଛି । ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା କାର୍ଯ୍ୟକାରୀ ହେଉ ନଥିବାର ଅଭିଯୋଗ କରିଛନ୍ତି ଶିକ୍ଷକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଗଣଶିକ୍ଷା ବିଭାଗ କାର୍ଯ୍ୟକାରି କରୁନି । ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ରହିବାର ଚେନାବନି ଦେଲେ ବୋଲି କହିଲେ ଶିକ୍ଷକ । ଶିକ୍ଷକଙ୍କୁ ଆନ୍ଦୋଳନ ନକରି ଧୈର୍ଯ୍ୟ ଧରିବାକୁ କହିଲେ ଗଣଶିକ୍ଷା ମନ୍ତ୍ରୀ । ମୁଖ୍ୟ ସଚିବଙ୍କ ସ୍ତରରେ ବିଚାରବିର୍ମଶ ଚାଲିଛି ସେଥିପାଇଁ ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଆନ୍ଦୋଳନ ନକରି ଆନ୍ଦୋଳନକୁ ଅପେକ୍ଷା କରିବା ଦରକାର ।

ଜନସଂଖ୍ୟା ହ୍ରାସ ଯୋଗୁଁ ଚିନ୍ତାରେ ଏହି ଦେଶ…….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking