22.1 C
Bhubaneswar
Friday, December 5, 2025
Homeଓଡିଶାଟାଟା ପାୱାର ୭୧୪୫ କୋଟି ଫେରାଉ

ଟାଟା ପାୱାର ୭୧୪୫ କୋଟି ଫେରାଉ

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଉଠିଲା ଟାଟା ପାୱାର ପ୍ରସଙ୍ଗ ।   ବିଧାୟକ  ଗଣେଶ୍ୱର  ବେହେରା ଓ ବ୍ୟୋମକେଶ ରାୟ ଉଠାଇଲେ ପ୍ରସଙ୍ଗ ।  ୮ ବର୍ଷରେ ଓଇଆରସିର  ଧାର୍ଯ୍ୟ ହାରାହାରି  ଦରଠାରୁ  ଅଧିକ ବିଲ ଆଦାୟ ହୋଇଛି । ଅଧିକ ୭୧୪୫ କୋଟି ଟଙ୍କା ଆଦାୟ କରିଛନ୍ତି  ବିଦ୍ୟୁତ  ବିତରକ କମ୍ପାନୀ  ।  ବିଦ୍ୟୁତ ଆଇନ ୨୦୦୩ ଅନୁଯାୟୀ ଅଧିକ  ଆଦାୟ ଚଙ୍କା ଫେରାଇବାକୁ  ନିର୍ଦ୍ଦେଶ  ଦିଆଯାଇଛି । ଅଧିକ ଟଙ୍କା ଫେରାଇବା ପାଇଁ ବିଦ୍ୟୁତ  ନିୟାମକ  ଆୟୋଗକୁ ନିର୍ଦ୍ଦେଶ ରହିଛି  । ମାତ୍ର ଅର୍ଥ ଫେରସ୍ତ ପାଇଁ  ବିତରକ କମ୍ପାନୀଙ୍କୁ  ଓଇଆରସି କୌଣସି ନିର୍ଦ୍ଦେଶ ଦେଇନାହିଁ । ଆନ୍ଧ୍ରପ୍ରଦେଶରେ ସୁଧ ମୂଳ ସହ ୧୨ଟି କିସ୍ତିରେ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଷ ହୋଇଛି । ସମାନ ଢଙ୍ଗରେ ୭୧୪୫ କୋଟି ଟଙ୍କା ଫେରାଇବାକୁ ଓଇଆରସି ନିର୍ଦ୍ଦେଶ ଦେଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking