19.1 C
Bhubaneswar
Thursday, December 11, 2025
Homeଓଡିଶାସିନ୍ଥେଟିକ ଡ୍ରଗ୍ସ ଇଞ୍ଜିନିୟରିଂ ଛାତ୍ର ଗିରଫ

ସିନ୍ଥେଟିକ ଡ୍ରଗ୍ସ ଇଞ୍ଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ୱର: ରାଜଧାନୀରୁ ସିନ୍ଥେଟିକ୍ ଡ୍ରଗ୍ସ ଠାବ। ୨୩ ବର୍ଷିୟ ଯୁବକଙ୍କ ପାଖକୁ ଆସିଥିଲା ପାର୍ସଲ। ସିନ୍ଥେଟିକ ଡ୍ରଗ୍ସ ଲିଙ୍କରେ ଇଞ୍ଜିନିୟରିଂ ଛାତ୍ର ଆର୍ଯ୍ୟମାନ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି । ଡ୍ରଗ୍ସ କାରବାର କରୁଥିବା ଛାତ୍ରଙ୍କୁ ଗିରଫ କଲା ଏନସିବି । ଗିରଫ ଛାତ୍ର ଜଣଙ୍କ ନୋଏଡାରେ ଇଞ୍ଜିନିୟରିଂ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking