26.1 C
Bhubaneswar
Sunday, January 26, 2025
Homeଦେଶ ବିଦେଶପ୍ରତାପଜେନାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ  

ପ୍ରତାପଜେନାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ  

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲାକୁ ନେଇ ବଢିଛି ପ୍ରତାପ ଜେନାଙ୍କ ଅଡୁଆ ।  ପ୍ରତାପଜେନାଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ ।  ୪ ସପ୍ତାହ ମଧ୍ୟରେ  ଜବାବ  ଦାଖଲ ପାଇଁ ନିର୍ଦ୍ଦେଶ  ଦିଆଯାିଛି । ସୁପ୍ରିମକୋର୍ଟ  ଯାଇଥିଲେ  ମୃତ କୁଳମଣି  ବରାଳଙ୍କ ପୁଅ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking