26.1 C
Bhubaneswar
Monday, November 25, 2024
Homeଦେଶ ବିଦେଶସିସିଆଇ, ଫ୍ୟୁଚର ଗ୍ରୁପ୍‌କୁ ସୁପ୍ରିମକୋର୍ଟଙ୍କ ନୋଟିସ

ସିସିଆଇ, ଫ୍ୟୁଚର ଗ୍ରୁପ୍‌କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଏନ୍‌କ୍ଲାଟ୍ (ନ୍ୟାସନାଲ କମ୍ପାନୀ ଲ’ ଆପେଲେଟ୍ ଟ୍ରିବ୍ୟୁନାଲ)ର ଆଦେଶ ପ୍ରତିବାଦରେ ଅ।।ମାଜନ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଏହାର ଶୁଣାଣି କରି ସିସିଆଇ (କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ) ଓ ଫ୍ୟୁଚର କୁପନ୍‌ସ ପ୍ରାଇଭେଟ୍ ଲିମିଟେଡ୍‌କୁ ନୋଟିସ ଜାରି କରିଥିବା ଜଣାପଡିଛି ।

ସେୟାର ସବ୍‌ସ୍କ୍ରିପ୍‌ସନ ଅଗ୍ରିମେଣ୍ଟ ଅର୍ଥାତ ଏସ୍‌ଏସ୍‌ଏ ଅନୁଯାୟୀ ଏହି ଦୁଇଟି କମ୍ପାନୀ ସହ ଆମାଜନ୍ କରିଥିବା ଚୁକ୍ତିରେ ଖିଲାପ କରାଯାଇଥିବାରୁ ଆମାଜନ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିିସନ ଦାଏର କରାଯାଇଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୯କୁ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking