16.1 C
Bhubaneswar
Sunday, December 21, 2025
Homeଓଡିଶାଯୋଗାଣ ମନ୍ତ୍ରୀଙ୍କ କାରକେଡ ଗାଡି ଦୁର୍ଘଟଣା

ଯୋଗାଣ ମନ୍ତ୍ରୀଙ୍କ କାରକେଡ ଗାଡି ଦୁର୍ଘଟଣା

କଟକ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର କାରକେଡ ଗାଡି  ଦୁର୍ଘଟଣା ଗ୍ରସ୍ତ ହୋଇଛି । କଟକ ଜିଲ୍ଲା ବାରଙ୍ଗ  ଷଣ୍ଢପୁର  ନିକଟରେ  ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା   ସୂଚନା ମିଳିଛି ।  ରାସ୍ତାରେ ଏକ ଟ୍ରକ ସହିତ ଧକ୍କା  ହୋଇଥିଲା ମନ୍ତ୍ରୀଙ୍କ  କାରକେଡ ଗାଡି । ଦୁର୍ଘଟଣାରେ କାହାରି କୌଣସି କ୍ଷତି  ହୋଇନଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking