ନୂଆଦିଲ୍ଲୀ: ବିବାଦ ମଧ୍ୟରେ ମାଳଦ୍ୱୀପ ହାଇକମିଶନରଙ୍କୁ ସମନ । ସମନ ପରେ ବୈଦେଶିକ ମନ୍ତ୍ରାଳୟ ପଂହଚିଲେ ହାଇକମିଶନର । ସାଉଥ୍ ବ୍ଲକରେ ପହଂଚିଲେ ହାଇକମିଶନର ଇବ୍ରାହିମ ସାହେବ । ମୋଦିଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ ମାଳଦ୍ୱୀପର ୩ ମନ୍ତ୍ରୀ ।