28.9 C
Bhubaneswar
Friday, May 16, 2025
Homeଓଡିଶାସୁକିନ୍ଦା : ରଥଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ସୁକିନ୍ଦା : ରଥଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଯାଜପୁର : ସୁକିନ୍ଦାରେ ରଥଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋିଛନ୍ତି । ମୁହାଁମୁହିଁ ହେଲେ ଦୁଇ ସେବାୟତ ଗୋଷ୍ଠୀ । ପହଣ୍ଡି ଓ ଚାରମାଳ ଖୋଲିବାକୁ ନେଇ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଗୋଟିଏ ଗୋଷ୍ଠୀ ପକ୍ଷରୁ ସୁକିନ୍ଦା ଥାନାରେ ଏନେଇ ଏତଲା କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking