30.6 C
Bhubaneswar
Thursday, August 6, 2026
Homeଓଡିଶାସୁଧାଂଶୁ ରାଉତଙ୍କ ଆଗୁଆ ଜାମିନ ଖାରଜ

ସୁଧାଂଶୁ ରାଉତଙ୍କ ଆଗୁଆ ଜାମିନ ଖାରଜ

ଭୁବନେଶ୍ୱର: ସୁଧାଂଶୁ ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଏନେଇ ସୂଚନା ଦେଲେ ସୁଧାଂଶୁଙ୍କ ଓକିଲ ରଶ୍ମୀରଞ୍ଜନ ମିଶ୍ର । ପ୍ରାୟ ୨୦ ରୁ ଅଧିକ ମାମଲା ଥିବାରୁ ଆଗୁଆ ଜାମିନ ଖାରଜ କରିଛନ୍ତି କୋର୍ଟ । ସୂଚନାଥାଉକି, ଏକ ଘରୋଇ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ରାଉତ ଗଣଶିକ୍ଷା ମନ୍ତ୍ରୀଙ୍କୁ ବଦନାମ ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ପରେ ପୋଲିସ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।ଜୁଲାଇ ୧୫ ତାରିଖରେ କ୍ୟାପିଟାଲ ପୋଲିସ ଷ୍ଟେସନରେ ଅଭିଯୋଗ ରୁଜୁ କରାଯାଇଥିଲା। ରଥଯାତ୍ରା ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ଚାଲୁଥିବା ସତ୍ତ୍ୱେ, ପୋଲିସ ଛୁଟିଦିନରେ ତଦନ୍ତ ପୁଣି ଆରମ୍ଭ କରିଥିବା ଏବଂ ରାଉତଙ୍କୁ ଗିରଫ କରିବା ପାଇଁ ଘରୋଇ ଚ୍ୟାନେଲର କାର୍ଯ୍ୟାଳୟକୁ ଏକ ଦଳ ପଠାଇଥିବା ଜଣାପଡ଼ିଛି। ତାଙ୍କୁ ଅନୁପସ୍ଥିତ ଦେଖି, ଅଧିକାରୀମାନେ ଯିବା ପୂର୍ବରୁ କାର୍ଯ୍ୟାଳୟକୁ ସିଲ୍ କରିଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking