30.1 C
Bhubaneswar
Tuesday, February 10, 2026
Homeଓଡିଶାଯାଜପୁର ଜିଲ୍ଲା ତୃତୀୟ ତାଇକୋଣ୍ଡ ଚମ୍ପିୟାନରେ ମା ବିରଜା ତାଇକୋଣ୍ଡ ଏକାଡେମୀର ସଫଳତା

ଯାଜପୁର ଜିଲ୍ଲା ତୃତୀୟ ତାଇକୋଣ୍ଡ ଚମ୍ପିୟାନରେ ମା ବିରଜା ତାଇକୋଣ୍ଡ ଏକାଡେମୀର ସଫଳତା

ଯାଜପୁର : ଯାଜପୁର ଟାଉନ ସ୍ଥିତ ବିରଜା କଲ୍ୟାଣ ମଣ୍ଡପ ପରିସରରେ ତୃତୀୟ ଯାଜପୁର ଜିଲ୍ଲା ତାଇକୋଣ୍ଡ ଚମ୍ପିୟନ ପ୍ରତିଯୋଗିତା ରେ ମା ବିରଜା ତାଇକୋଣ୍ଡ ଏକାଡେମୀ ର ସଫଳତା । ଏହି କାର୍ୟ୍ୟକ୍ରମ ରେ ତିନୋଟି ଏକାଡେମୀ ର ମୋଟ ୧୦୦ରୁ ଉର୍ଦ୍ଧ ବାଳକ, ବାଳିକା ଭାଗ ନେଇଥିଲେ । ଏଥିରେ ମା ବିରଜା ତାଇକୋଣ୍ଡ ଏକାଡେମୀ ରନର୍ସଅପ ହୋଇଅଛି । ମା ବିରଜା ତାଇକୋଣ୍ଡ ଏକାଡେମୀ ର ୫୪କେଜି ସିନିଅର ପିଲାମାନେ ବିଭାଗ ରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିବା ବେଳେ । ୨୫ କେଜି ଜୁନିଅର ବିଭଗ ରେ ବିଭାଗ ରେ ନିଶିକାନ୍ତ ମିଶ୍ର ତିନୋଟି ଗୋଲଡ଼ ମେଡାଲ ପାଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ପତି,ଶୁଚିସ୍ମିତା ଜେନା,ଅସୁପ୍ରିୟା ଛାଟୋଇ,ଅଂଶୁମାନ ସାହୁ,ନୁଶୁଭ୍ରାଂଶୁ ପଣ୍ଡା,ଭିଦିତ ରାୟ ପ୍ରମୁଖ ସ୍ବର୍ଣ୍ଣ ପଦକପାଇଥିବା ବେଳେ ବୈଭବ ଜେନା,ଜଗନ୍ନାଥ ବେହେରା,ଉଷାଶ୍ରୀ ରଣା,ମୋଟ ଦଶଟି ସ୍ବର୍ଣ୍ଣ ପଦକ ଓ ତିନୋଟି ରୋପ୍ୟ ପଦକ ପାଇଛନ୍ତି । ଅନୁଷ୍ଠାନ ର ସଭାପତି ସୁରଜଲାଲ ସାମଲ ଓ ମା ବିରଜା ତାଇକୋଣ୍ଡ ଏକାଡେମୀ ର କୋଚ ଗଜେନ୍ଦ୍ର ମାଝୀ ସମସ୍ତ ବିଜେତା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking