36.1 C
Bhubaneswar
Saturday, May 10, 2025
Homeଓଡିଶାଶିକ୍ଷକଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ

ଶିକ୍ଷକଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ

ବରଗଡ଼: ଶିକ୍ଷକଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ । ପ୍ରଧାନଶିକ୍ଷକଙ୍କୁ ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରାସ୍ତାରୋକ ହୋଇଛି । ସୂଚନା ଅନୁଯାଇ, ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ମେଲଛାମୁଣ୍ଡାର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିନ୍ତାମଣି ସାହୁ ତୁରନ୍ତ ବଦଳି କରିବା ଦାବିରେ ଛାତ୍ରଛାତ୍ରୀ ରାସ୍ତାରୋକ କରିଛନ୍ତି । ମେଲଛାମୁଣ୍ଡା ଛକରେ ଥିବା ରାସ୍ତା ଜାମ୍ କରିଛନ୍ତି ଛାତ୍ରଛାତ୍ରୀ । ପ୍ରଧାନ ଶିକ୍ଷକ ଠିକ୍ ଭାବରେ ସ୍କୁଲ ଆସୁନାହାନ୍ତି । ତେଣୁ ତାଙ୍କୁ ବଦଳି ଦାବିରେ ଛାତ୍ରଛାତ୍ରୀ ବ୍ୟାନର ଧରି ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking