31.1 C
Bhubaneswar
Friday, October 18, 2024
Homeଓଡିଶାଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ନିଶା ସେବନ ମନା

ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ନିଶା ସେବନ ମନା

ଭୁବନେଶ୍ୱର: କ୍ୟାମ୍ପସରେ ମନା ନିଶା ସେବନ। ଛାତ୍ରଛାତ୍ରୀ ନିଶା ସେବନ ନ କରିବା ପାଇଁ କରିବେ ସ୍ବାକ୍ଷର।  ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ  ନାମଲେଖା ସମୟରେ ଛାତ୍ରଛାତ୍ରୀ ନିଶା ଖାଇବେନି ବୋଲି ସ୍ବାକ୍ଷର କରିବାକୁ ବାଧ୍ୟ।  ପରବର୍ତ୍ତୀ ସମୟରେ  ଯଦି କ୍ୟାମ୍ପସରେ  କୌଣସି ସ୍ଥାନରେ ନିଶାଦ୍ରବ୍ୟ ସମ୍ପର୍କିତ କାର୍ଯ୍ୟକଳାପ ହେଉଥିବା ନଜରକୁ ଆସେ ତେବେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇବେ ବୋଲି ଉଲ୍ଲେଖ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking