27.1 C
Bhubaneswar
Sunday, February 22, 2026
Homeଓଡିଶାଛାତ୍ର ସଂସଦ ନିର୍ବାଚନ ହେବ : ମୁଖ୍ୟମନ୍ତ୍ରୀ

ଛାତ୍ର ସଂସଦ ନିର୍ବାଚନ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ ରହିଛି । କହିଛନ୍ତି ଏଥର ରାଜ୍ୟରେ  ଛାତ୍ର ସଂସଦ ନିର୍ୱାଚନ ସୁନିଶ୍ଚିତ  ହେବ । ପୂର୍ୱ ସରକାର ଏହାକୁ ବନ୍ଦ କରିଥିଲେ । ଛାତ୍ର ଶକ୍ତିକୁ ପୂର୍ୱ ସରକାର ଭୟ କରି ଏଭଳି କରିଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ  ମୋହନ ମାଝୀ କହିଛନ୍ତି । ଏବିଭିପିର ରାଜ୍ୟସ୍ତରୀୟ  କାଯ୍ୟକ୍ରମରେ  କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking