21.1 C
Bhubaneswar
Thursday, December 18, 2025
Homeଓଡିଶାଦୃଢ କାର୍ଯ୍ୟାନୁଷ୍ଠାନ ହେବ: ଜୁଏଲ

ଦୃଢ କାର୍ଯ୍ୟାନୁଷ୍ଠାନ ହେବ: ଜୁଏଲ

ଭୁବନେଶ୍ୱର: କିସ୍‌ ଛାତ୍ର ହତ୍ୟା ଘଟଣା ନିନ୍ଦନୀୟ କହିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ । ସେ ଆହୁରି କହିଛନ୍ତି ଯେ କିସ୍‌ରେ ବାରମ୍ବାର ଏପରି ଘଟଣା ଘଟୁଛି, କର୍ତ୍ତୃପକ୍ଷ ସତର୍କ ରହିବା ଦରକାର । ଆମ ସରକାର ଅଛି, ଠିକ୍ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ । ଯିଏ ବି ଦୋଷୀ ହୁଅନ୍ତୁ ନା କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ହେବ । ସୂଚନାଥାଉକି, ଗତ ୧୨ ତାରିଖରେ କିସ୍‌ରେ କେନ୍ଦୁଝର ଟାଉନ୍ ଥାନା ଟିକର ଘୁମୁରାର ଶିବ ମୁଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତକାଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଡାଲି ପଡିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ସହପାଠୀ ହତ୍ୟା କରିଛନ୍ତି । ଏହି ଘଟଣାରେ ପ୍ରଥମ ଫେଜ୍‌ରେ ପ୍ରାୟ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

କିସ୍ ପାଇଁ ନୂଆ ନୁହେଁ: ସନ୍ତୋଷ ଖଟୁଆ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking