24.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶଷ୍ଟକ ବଜାରରେ ହ୍ରାସ : ନିବେଶକଙ୍କ ବିପୁଳ କ୍ଷତି

ଷ୍ଟକ ବଜାରରେ ହ୍ରାସ : ନିବେଶକଙ୍କ ବିପୁଳ କ୍ଷତି

ମୁମ୍ବାଇ: ଶୁକ୍ରବାର ଭାରତୀୟ ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ ଦେଖାଦେଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ବେଞ୍ଚମାର୍କ ସେନସେକ୍ସ ସପ୍ତାହର ଶେଷ କାରବାର ଅଧିବେଶନରେ ୧୧୭୬.୪୬ ପଏଣ୍ଟ ହ୍ରାସ ପାଇ ୭୮,୦୪୧.୫୯ ସ୍ତରରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୬୪.୨ ପଏଣ୍ଟ ହ୍ରାସ ସହ ୨୩୫୮୭.୫୦ ସ୍ତରରେ ବନ୍ଦ ହୋଇଛି। ଜାରରେ ବଡ଼ ହ୍ରାସ ଯୋଗୁଁ ନିବେଶକମାନେ ଆଜି ବିପୁଳ କ୍ଷତି ସହିଛନ୍ତି।  ଡିସେମ୍ବର ୧୩, ଶୁକ୍ରବାର ବିଏସଇ ତାଲିକାଭୁକ୍ତ କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ୪୫୯ ଲକ୍ଷ କୋଟି ଟଙ୍କା ରହିଥିବାରୁ ଗତ ପାଞ୍ଚ ଦିନ ମଧ୍ୟରେ ନିବେଶକମାନେ ୧୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking