24.1 C
Bhubaneswar
Friday, December 26, 2025
Homeଓଡିଶାରାଜ୍ୟ ସରକାର ସ୍ପଷ୍ଟୀକରଣ ରଖିବା ଉଚିତ : ବିଜୟ ମହାପାତ୍ର

ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖିବା ଉଚିତ : ବିଜୟ ମହାପାତ୍ର

ଭୁବନେଶ୍ୱର : ଓଡିଶାରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । ଯାହାଙ୍କ ନାଁରେ ଗୁରୁତର ଅଭିଯୋଗ ରହିଛି ,ତାଙ୍କୁ କେନ୍ଦ୍ର ସରକାରଙ୍କ ଅଧିନରେ ଫେରେଇଦେଲେ । ସମ୍ପୂର୍ଣ ଭାବେ ସରକାର ପ୍ରମାଣିତ କରିଦେଲେ ସେମାନେ ନିର୍ଦ୍ଦୋଶ । କୁହାଯାଉଛି ଯେ ତଦନ୍ତ କରାଯାଉଛି ହେଲେ । ତଦନ୍ତ ରିପୋର୍ଟ କୁଆଡେ ଯାଉଛି କିଛି ଜଣା ପଜୁନାହିଁ କହିଛନ୍ତି  ବିଜୟ ମହାପାତ୍ର । ଆମେ ଅଭିଯୋଗ କରୁନୁ ମୂଲ୍ୟାୟନ କରୁଛୁ ।  ନିଜ ଦଳର ବିଧାୟକ ଅତ୍ୟାଚାରର ଶିକାର ହୋଇଛନ୍ତି  ତା ସତ୍ତେ କିଛି କାଯ୍ୟାନୁଷ୍ଠାନ  ନନେଇ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ଏହି ଘଟଣା ସବୁକୁ ମର୍ମାହତ କରିଛି ।  ମୁଁ କହୁନି ଯେ ତଦନ୍ତ ପରେ ତାଙ୍କୁ ଫାଶୀ ହୁଅନ୍ତା, କିନ୍ତୁ ଯାହା ସାଧାରଣ ଆବଶ୍ୟକତା , ମୌଳିକ ଆବଶ୍ୟକତା  ଆଇନରେ ଅଛି । ତାକୁ ମଧ୍ୟ କରାଗଲା ନାହିଁ । ହେଲେ ବାହାରେ ବଡ ବଡ କଥା ପ୍ରଚାର ପ୍ରସାର କରାଯାଉଛି  କହିଛନ୍ତି ବିଜୟ ମହାପାତ୍ର । ସେ ଆହୁରି କହିଛନ୍ତି ଏ ସମ୍ପର୍କରେ ନିଜେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା କଥା । ଏତେବଡ ଅନିୟମିତତା ହେଲା କିପରି ପ୍ରଶ୍ନ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ପାଖରେ ମତ ରଖିଛନ୍ତି ବିଜୟ ମହାପାତ୍ର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking