35.1 C
Bhubaneswar
Tuesday, May 12, 2026
Homeଓଡିଶାଶ୍ରୀଜିଉଙ୍କ ବଡ ମହାସ୍ନାନ, ଦର୍ଶନ ବନ୍ଦ

ଶ୍ରୀଜିଉଙ୍କ ବଡ ମହାସ୍ନାନ, ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ପୁଣି ରକ୍ତ ଛିଟା। ପୁରୀ ଭିତର କାଠ ନିକଟରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଛି। ଆଜି ସକାଳେ ମହାପ୍ରଭୁଙ୍କର ଅବକାଶ ନୀତି ପରେ ଭିତର କାଠ ଦର୍ଶନ ଚାଲିଥିଲା। ଏତିକି ବେଳେ ଭିତର କାଠ ନିକଟରେ ବଡ ଅଘଟଣ ସାମ୍ନାକୁ ଆସିଥିଲା। ଏଥିପାଇଁ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଥିଲା। ବଡ ମହାସ୍ନାନ ନୀତି ପାଇଁ ଜଗା ଦର୍ଶନ ବନ୍ଦ ରହିଛି। ତେବେ ରକ୍ତ ଛିଟା କେଉଁଠୁ ଆସିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ଵାଭାବିକ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking