28.1 C
Bhubaneswar
Wednesday, October 23, 2024
Homeଓଡିଶାଛଟ୍ ପୂଜା ପାଇଁ ଚାଲିବ ସ୍ପେଶାଲ ଟ୍ରେନ୍

ଛଟ୍ ପୂଜା ପାଇଁ ଚାଲିବ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର : ଛଟ୍ ପୂଜା ପାଇଁ ପୁରୀ-ପାଟନା ମଧ୍ୟରେ ଚାଲିବ ସ୍ପେଶାଲ ଟ୍ରେନ୍ । ୧୩ ଓ ୧୫ ତାରିଖରେ ପୁରୀରୁ ୧୧ଟା ୩୦ରୁ ଛାଡିବ ଟ୍ରେନ୍ । ୧୪ ଓ ୧୬ ତାରିଖରେ ପାଟନାରୁ ସନ୍ଧ୍ୟା ୬ଟାରେ ଫେରିବ । ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ପୂର୍ବତଟ ରେଲୱେ ପକ୍ଷରୁ ସ୍ପେଶାଲ ଟ୍ରେନ୍ ।

ଠେଙ୍ଗାଯୁଦ୍ଧ: ମାୟାଧର ନାୟକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking