27.1 C
Bhubaneswar
Saturday, July 6, 2024
Homeଦେଶ ବିଦେଶସ୍ପେନ: କ୍ରିସମାସରେ ନଦୀକୁ ଖସିପଡିଲା ଯାତ୍ରୀବାହୀ ବସ୍‌, ୬ ମୃତ

ସ୍ପେନ: କ୍ରିସମାସରେ ନଦୀକୁ ଖସିପଡିଲା ଯାତ୍ରୀବାହୀ ବସ୍‌, ୬ ମୃତ

ସ୍ପେନ: କ୍ରିସମାସ ଦିନ ଭୟଙ୍କର ଦୁର୍ଘଟଣା । ସ୍ପେନରେ ଏକ ଯାତ୍ରୀବାହୀ ବସ୍‌ ପୋଲରୁ ନଦୀକୁ ଖସିପଡିବା ପରେ ୬ ଜଣ ଲୋକଙ୍କ ପ୍ରାଣ ଚାଲିଯାଇଛି। ମୃତଦେହକୁ ନଦୀରୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ବସ୍‌ ଡ୍ରାଇଭର ଏବଂ ଅନ୍ୟ ଯାତ୍ରୀ ଆହତ ହୋଇଛନ୍ତି । ପୋଲ ଏବଂ ନଦୀ ମଧ୍ୟରେ ଗଭୀରତା ୧୦୦ ଫୁଟ ରହିଥିଲା। ବସ୍‌ଟି ଲେରେଜ ନଦୀରେ ଖସିପଡିଥିଲା । ଜଣେ ମୋଟରସାଇକେଲ ଯାଉଥିବା ଜଣେ ଯାତ୍ରୀ ପୋଲର ରେଲିଂ ଭାଙ୍ଗିଥିବା ଦେଖିବା ପରେ ଆପତ୍ତକାଳିନ ସେବାକୁ ସଂପର୍କ କରିଥିଲେ। ଯାହା ପରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ନଦୀ ଏବଂ ବସ୍‌ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ବସ୍‌ରେ ପାଖାପାଖି ୮ ଜଣ ଲୋକ ରହିଥିଲେ। ବଞ୍ଚିଥିବା ଦୁଇଜଣ ଲୋକଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି । ଖରାପ ପାଣିପାଗ ଯୋଗୁଁ ବସ୍‌ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଇଛି ।

କୁହୁଡି ଲାଗି ସିରିଜ୍‌ ଦୁର୍ଘଟଣା, ଏକାଧିକ ଆହତ

ହ୍ଵିସ୍କିରେ ଥଣ୍ଡା ପାଣି ମିଶାଇବାକୁ କାହିଁକି ମନା କରନ୍ତି ଓ୍ଵାଇନ୍ ଏକ୍ସପର୍ଟ ? ଏହା ପଛର ବୈଜ୍ଞାନିକ କାରଣ…..

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking