30.1 C
Bhubaneswar
Sunday, June 23, 2024
Homeଅପରାଧଶାଶୁଙ୍କ ଗଳା କାଟିଲା ଜ୍ୱାଇଁ

ଶାଶୁଙ୍କ ଗଳା କାଟିଲା ଜ୍ୱାଇଁ

ନୟାଗଡ : ନୟାଗଡ ଜିଲ୍ଲାରେ ଘଟିଛି ନିର୍ମମ ହତ୍ୟାକାଣ୍ଡ। ଶାଶୁଙ୍କ ଗଳାକାଟି ହତ୍ୟା କଲା ଜ୍ୱାଇଁ। ରଣପୁର ବ୍ଲକ କୋଟଣୀଶିଳା ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡିଛି। ଶରତ ବେହୁରାଙ୍କ ସ୍ତ୍ରୀଙ୍କୁ ଗଳାକାଟି ଜ୍ୱାଇଁ ହତ୍ୟା କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ଜ୍ୱାଇଁକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।

ବୃଦ୍ଧାଙ୍କୁ ମାରିଦେଲା କଲରାପତରିଆ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking