32.1 C
Bhubaneswar
Monday, October 21, 2024
Homeଓଡିଶାପୁଅ ବାଇକରୁ ଖସି ମା’ ମୃତ

ପୁଅ ବାଇକରୁ ଖସି ମା’ ମୃତ

ଭୁୁବନେଶ୍ୱର: ନୀଳଗିରିରେ ମର୍ମନ୍ତୁଦ ଦୁର୍ଘଟଣା । ପୁଅ ବାଇକରୁ ଖସିପଡ଼ି ଟ୍ରକ ତଳେ ଚାପି ହୋଇ ମା ମୃତ । ବାଲେଶ୍ୱରର ନୀଳଗିରି ନିକଟ ଚଣ୍ଡୀପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା । ମାଆପୁଅ ବାଇକରେ ଭୀମାପୁରରୁ ପଞ୍ଚଲିଙ୍ଗେଶ୍ୱର ଯାଉଥିଲେ । ଆଉ ଏହି ସମୟରେ ଘଟିଥିଲା ଦୁର୍ଘଟଣା ।

ରିଲିଜ୍‌ ହେଲା ‘ଟାଇଗର ୩’ ର ପ୍ରଥମ ଗୀତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking