32.1 C
Bhubaneswar
Saturday, October 19, 2024
Homeଓଡିଶାଟ୍ରକ୍ ଧକ୍କାରେ ପୁଅ ମୃତ, ବାପା ଗୁରୁତର

ଟ୍ରକ୍ ଧକ୍କାରେ ପୁଅ ମୃତ, ବାପା ଗୁରୁତର

ନୂଆପଡା: ଟ୍ରକ୍ ଧକ୍କାରେ ଶିଶୁପୁତ୍ର ମୃତ ହୋଇଥିବା ବେଳେ ବାପା ସମେତ ୨ ଜଣ ଗୁରୁତର ହୋଇଛନ୍ତି । ଧାମନପୁରୀ ଗାଁ ନିକଟ ଏନ୍‌ଏଚ୍ ୩୫୩ରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି । ବାଇକ୍‌ରେ ୩ ଜଣ ଯାଉଥିବା ବେଳେ ପଛକୁ ଧକ୍କା ଦେଇଥିଲା ଟ୍ରକ୍ ।

କୋଇଲା ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚଳିଗଲା ୫ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking