ଚୁରୁ : ଜଣେ ୨୫ ବର୍ଷର ଝିଅକୁ ରାଜସ୍ଥାନର ଚୁରୁ ସହରରେ କାମ କରିବାକୁ ପ୍ରତିଶ୍ରୁତି ଦେଇଥିବା ଚାରି ଜଣ ପୁରୁଷଙ୍କ ଦ୍ୱାରା ବଳାତ୍କାର କରାଯାଇଥିବା ଶନିବାର ଜଣେ ଗରିଷ୍ଠ ଅଧିକାରୀ କହିଛନ୍ତି । ଏ ଏନ ଆଇ ସହିତ କଥାବାର୍ତ୍ତା କରି ମମତା ସରସ୍ୱତ କହିଛନ୍ତି , ‘ପୀଡିତାଙ୍କୁ ଚାରିଜଣ ଯୁବକ କାମକରିବା ବାହାନାକରି ଦିଲ୍ଲୀ ରୁ ଚୁରୁ ଡକାଇ ଥିଲେ ।
ତା ’ପରେଚାରିଜଣ ଅଭିଯୁକ୍ତ ତାଙ୍କ ସହିତ ଏକ ହୋଟେଲ ରେ ଦୁଷ୍କର୍କମ କରିତାଙ୍କ ହାତ ଓ ଗୋଡ ବାନ୍ଧି ଛାତରୁ ନିଶାସକ୍ତ ଅବସ୍ଥାରେ ଠେଲି ଦେଇଥିଲେ । ତେବେ ଦଉଡିଟି ଏକ ପୋଲ ଉପରେ ଅଟକି ରହିଥିବାରୁ ଝିଅଟିର ଜୀବନ ରକ୍ଷା ପାଇଥିଲା । ସୂଚନାବାଇବାପରେ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଝିଅଟିକୁ ଉଦ୍ଧାର କରିଥିଲେ । ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଡାକ୍ତରୀ ଯାଞ୍ଚଞ୍ଚ ସରକାରୀଡାକ୍ତାରଖାନାରେ କରାଯାଇଥିଲା ଏବଂ ପୀଡିତାଙ୍କ ବିବୃତ୍ତିରେ ଯୁବକମାନଙ୍କ ବିରୋଧରେ ଗଣଦୁଷ୍କର୍କମ ମାମଲା ରୁଜୁ କରାଯାଇଥିଲା