34.2 C
Bhubaneswar
Monday, June 8, 2026
Homeଓଡିଶା୨୦ ତାରିଖ ଠାରୁ ପାଗର ସାମାନ୍ୟ ପରିବର୍ତ୍ତନ !  

୨୦ ତାରିଖ ଠାରୁ ପାଗର ସାମାନ୍ୟ ପରିବର୍ତ୍ତନ !  

ଭୁବନେଶ୍ୱର: ରାଜ୍ୟରେ  କାଳ ବୌଶାଖୀ ପ୍ରଭାବରେ ବର୍ଷା ଲାଗିରହିଥିବା ବେଳେ  ୨୦ ତାରିଖ ଠାରୁ ପାଗର ସାମାନ୍ୟ ପରିବର୍ତ୍ତନ ଆସିବ ।   ପଶ୍ଚିମ ଓଡିଶାର ସମସ୍ତ ସହରର  ସର୍ୱୋଚ୍ଚ ତାପମାତ୍ରା  ପୁଣିଥରେ  ୪୦ ଡିଗ୍ରାକୁ ଛୁଇଁବ  ଭବାନୀପାଟଣା, ଟିଟିଲାଗ. ବଲାଙ୍ଗୀର,ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡା ସହରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁବ ।  ଏନେଇ ପାଣିପାଗ  କେନ୍ଦ୍ର ପକ୍ଷରୁ ପୂର୍ୱାନୁମାନ କରାଯାଇଛି ।  ଆଜି ସକାଳେ  ଭୁବନେଶ୍ଵର ଏବଂ କଟକରେ କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ପ୍ରବଳ ବେଗରେ ପବନ ବହିବା ସହିତ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇଛି। ଆକାଶ କଳାହାଣ୍ଡିଆ ମେଘରେ ଆଚ୍ଛନ୍ନ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୫ ଜିଲାକୁ ହଳଦିଆ ସତର୍କତା ଜାରି କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking