30.1 C
Bhubaneswar
Monday, March 30, 2026
Homeଓଡିଶାଉତ୍କର୍ଷ ଓଡିଶାର ପାର୍ଟନର ହେବ ସିଙ୍ଗାପୁର

ଉତ୍କର୍ଷ ଓଡିଶାର ପାର୍ଟନର ହେବ ସିଙ୍ଗାପୁର

ଭୁବନେଶ୍ୱର : ଉତ୍କର୍ଷ ଓଡିଶା – ମେକ ଇନ ଓଡିଶାର ପାର୍ଟନର ହେବ ସିଙ୍ଗାପୁର । ଜାନୁଆରୀରେ ଓଡିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି । ସିଙ୍ଗାପୁର ରାଷ୍ଟ୍ରପତି ଓଡିଶା ଆସିବା ନେଇ ସିଙ୍ଗାପୁର ହାଇକମିଶନରଙ୍କ ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଜଣାଇଲେ ହାଇକମିଶନର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking