29.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶଭୂକମ୍ପରେ ଥରିଲା ସିକିମ

ଭୂକମ୍ପରେ ଥରିଲା ସିକିମ

ନୂଆଦିଲ୍ଲୀ:  ଆଜି ଭୋରୁ ଭୋରୁ ଭୂମିକମ୍ପ ଝଟକାରେ ଦୋହଲିଛି ସିକିମ। ସକାଳ ୬ଟା ୫୭ ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି। ତେବେ ଏହା ପ୍ରଭାବରେ ଜନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନି। ଭୂମିକମ୍ପର କେନ୍ଦ୍ର ସିକିମ ହିଁ ଥିଲା। ଏହାର ପ୍ରଭାବ ବିହାର ଓ ପଶ୍ଚିମବଙ୍ଗରେ ବି ଅନୁଭୂତ ହୋଇଛି। ଏଥିସହ ନେପାଳ ଓ ଭୁଟାନରେ ବି ଏହାର ଝଟକା ଅନୁଭୂତ ହୋଇଛି। ମାତ୍ର ଏହି ଭୂମିକମ୍ପର ତୀବ୍ରତା ବେଶି ନ ଥିବାରୁ କ୍ଷୟକ୍ଷତିର କୌଣସି ସୂଚନା ମିଳିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking