21.1 C
Bhubaneswar
Monday, December 8, 2025
Homeଓଡିଶାଏସଆଇ କେଳେଙ୍କାରୀ: ଜେଲ୍ ଗଲା ମାଷ୍ଟରମାଇଣ୍ଡ

ଏସଆଇ କେଳେଙ୍କାରୀ: ଜେଲ୍ ଗଲା ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇର ତନାଘନା । ଜେଲ୍ ଗଲା ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ । ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ପରେ ଜେଲ୍ ଗଲା ବିରଞ୍ଚି । ୪ ଦିନିଆ ରିମାଣ୍ଡ ପରେ କୋର୍ଟରେ ହାଜର କରିଥିଲା ସିବିଆଇ । ରିମାଣ୍ଡ ଆବେଦନ ନହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଗଲା । ୪ ଦିନିଆ ରିମାଣ୍ଡ ବେଳେ ବିରଞ୍ଚିଠୁ ତଥ୍ୟ ହାସଲ କରିଛି ସିବିଆଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking