21.1 C
Bhubaneswar
Saturday, December 13, 2025
Homeଓଡିଶାଏସଆଇ ସ୍କାମ୍‌: ୧୩୩ ମୋବାଇଲ୍‌ ଘାଣ୍ଟିବ ସିବିଆଇ

ଏସଆଇ ସ୍କାମ୍‌: ୧୩୩ ମୋବାଇଲ୍‌ ଘାଣ୍ଟିବ ସିବିଆଇ

ଭୁବନେଶ୍ୱର: ଏସଆଇ ସ୍କାମ୍‌ ଘଟଣାରେ ବଡ଼ବଡ଼ିଆଙ୍କ ସଂପୃକ୍ତି ନେଇ ୧୩୩ଟି ମୋବାଇଲ୍‌ ଘାଣ୍ଟିବ ସିବିଆଇ । ଅଭିଯୁକ୍ତଙ୍କ ଠାରୁ ଜବତ ୧୩୩ଟି ମୋବାଇଲ୍‌ରୁ ବାହାର କରିବ ତଥ୍ୟ । SFSLରେ ମୋବାଇଲ୍ ଯାଞ୍ଚ ରିପୋର୍ଟ ଆସିବା ସମୟ ସାପେକ୍ଷ । ନିଜ ସଂସ୍ଥାରେ ସମସ୍ତ ମୋବାଇଲ୍ ଯାଞ୍ଚ ପାଇଁ ସିବିଆଇ ଆବେଦନ କରିଛି । ହ୍ବାଟ୍‌ସ ଆପ୍, ମେସେଜ୍, କଲ୍ ଡିଟେଲ୍ ଯାଞ୍ଚ ପାଇଁ କୋର୍ଟରେ ଆବେଦନ କରିଛିଅନ୍ୟପଟେ, ପୋଲିସ ଏସଆଇ ସ୍କାମ୍ ମାମଲାରେ ବାହାର ରାଜ୍ୟରୁ ଅଭିଯୁକ୍ତ ନୀତୁ ଆରୋରାକୁ ଗିରଫ କରିଛି ସିବିଆଇ । ଗିରଫ ନିତୁଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ସିବିଆଇ । ନୀତୁକୁ ମିଶାଇ ଏଯାବତ ୫ ଜଣଙ୍କୁ ଗିରଫ କଲାଣି ସିବିଆଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking