21.1 C
Bhubaneswar
Monday, February 2, 2026
Homeଓଡିଶାଏସଆଇ ସ୍କାମ୍‌: ପରୀକ୍ଷାର୍ଥୀଙ୍କୁ ସିବିଆଇ ସମନ

ଏସଆଇ ସ୍କାମ୍‌: ପରୀକ୍ଷାର୍ଥୀଙ୍କୁ ସିବିଆଇ ସମନ

ଭୁବନେଶ୍ୱର: ପୋଲିସ ଏସଆଇ ସ୍କାମ୍ ମାମଲାକୁ ନେଇ ସିବିଆଇର ଖୋଳତାଡ । ଖୁବଶୀଘ୍ର ଖୋଲିବ ସିଲିକନ୍ ଟେକ୍ ସହ ଓପିଆରବିର ପୋଲ୍ । ଆଉ କିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ସମନ କଲା ସିବିଆଇ । ଖୁବଶୀଘ୍ର ସିବିଆଇ ଅଫିସରେ ହାଜର ହୋଇ ପକ୍ଷ ରଖିବେ ପରୀକ୍ଷାର୍ଥୀ । ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତ ଆଗକୁ ବଢାଇବ ସିବିଆଇ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking