22.1 C
Bhubaneswar
Friday, December 5, 2025
Homeଓଡିଶାଏସଆଇ ପରୀକ୍ଷା ସ୍କାମ୍: ରିମାଣ୍ଡରେ ଗଲା ଅରବିନ୍ଦ ଦାସ

ଏସଆଇ ପରୀକ୍ଷା ସ୍କାମ୍: ରିମାଣ୍ଡରେ ଗଲା ଅରବିନ୍ଦ ଦାସ

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ୍ ଘଟଣାରେ ରିମାଣ୍ଡରେ ଗଲା ଅରବିନ୍ଦ ଦାସ । ୨ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ମିଳିଛି ଅନୁମତି । ୩ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ସିବିଆଇ । ୩ ଦିନ ବଦଳରେ ୨ ଦିନ ଅନୁମତି ଦେଲେ କୋର୍ଟ । ପୂର୍ବରୁ ୪ ଜଣଙ୍କୁ ନେଇ ପଚରାଉଚରା କରିଛି ସିବିଆଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking