ବ୍ୟୁରୋ : ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହେଲେ କ୍ରିକେଟର ଶୁବମନ ଗିଲ୍ । ଡେଙ୍ଗୁ ଆକ୍ରାନ୍ତ ଶୁବମନଙ୍କ ପ୍ଲାଟଲେଟ୍ କମିଯାଉଥିବାରୁ ଭର୍ତ୍ତି ହେଲେ । ପ୍ଲାଟଲେଟ୍ ୭୦ହଜାରକୁ କମି ଯାଇଥିବାରୁ ମେଡିକାଲରେ ଭର୍ତ୍ତି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଖେଳିପାରିବେ ମାହିଁ ଶୁବମନ । ଏପରିକି ୧୪ରେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବା ନେଇ ସନ୍ଦେହ ।