ଭୁବନେଶ୍ୱର: ଉଦ୍ଧାର ଶିଶୁ ଶୁଭମ୍କୁ ମିଳିବ ସହାୟତା । ମିଶନ ବାତ୍ସଲ୍ୟରେ ଶୁଭମ୍କୁ ମିଳିବ ସହାୟତା । ଏକ୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ମହିଳା ଶିଶୁ ବିକାଶ ବିଭାଗ ନେବ ତ୍ୱରିତ ପଦକ୍ଷେପ । ରାମ ମନ୍ଦିର ସମ୍ମୁଖରୁ ଦେଢ ବର୍ଷର ଶିଶୁ ଅପହରଣ ହୋଇଥିଲା । ପୋଲିସର ଅପରେସନ ପରେ ଗତକାଲି ମାଆ କୋଳକୁ ଫେରିଛି ଶିଶୁ ।