33.1 C
Bhubaneswar
Tuesday, April 22, 2025
Homeଓଡିଶାଭୁବନେଶ୍ୱରରେ ଅଖିଳେଶ

ଭୁବନେଶ୍ୱରରେ ଅଖିଳେଶ

ଭୁବନେଶ୍ୱର: ଭୁବନେଶ୍ୱରରେ ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ପତ୍ନୀ ସାଂସଦ ଡିମ୍ପଲେ ଯାଦବଙ୍କ ସହ ପହଞ୍ଚିଲେ । ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । କିଛି ରାଜନୈତିକ କାର୍ଯ୍ୟକ୍ରମ ଅଛି ନା ନାହିଁ ସ୍ପଷ୍ଟ ହୋଇନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking