ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଶ୍ରୀ ମନ୍ଦିର ପରିଚାଳନା ବୈଠକ । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । କହିଛନ୍ତି, ଧାଡି ଦର୍ଶନ ଆବଶ୍ୟକତା ନେଇ ବିସ୍ତୃତ ଆଲୋଚନା ହେବ । ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ, ଆସନ୍ତା ୧୫ରେ କାଯ୍ୟକାରୀ ହେବ । ରତ୍ନଭଣ୍ଡାର ଗଣତି ମଣତି ନେଇ ବୈଠକରେ ଆଲୋଚନା ହେବ ।










