ଭୁବନେଶ୍ୱର: ଓଡିଶାକୁ ରାଜ୍ୟ ପାହ୍ୟା ଦାବି ନେଇ ପିସିସି ସଭାପତି ନିଜ ପ୍ରତିକ୍ରିୟା ରଖିଛନ୍ତି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓଡିଶାକୁ ମିଳିବା ଉଚିତ । ବିଜେଡି ଏଠି ବିଧାନସଭାରେ ଉଠାଇବ ରହିଛି କିନ୍ତୁ ବାହାରେ କାହିଁକି କହୁନି । ବିଜେଡି-ବିଜେପି ମିଶିକି ଅଛନ୍ତି ତେଣୁ ବିଜେଡି ଉପସ୍ଥାପନ କରୁନାହିଁ । ଆଇନଶୃଙ୍ଖଳାକୁ ନେଇ ଉଭୟ ଦଳ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ଶରତ ପଟ୍ଟନାୟକ ।