28.8 C
Bhubaneswar
Sunday, April 12, 2026
Homeଅପରାଧରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ଫେରାର

ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ଫେରାର

ଭୁବନେଶ୍ବର: ରାଜଧାନୀର ମଞ୍ଚେଶ୍ୱର ଅଞ୍ଚଳରେ ନନ୍ଦିତା ବେହେରା ବେହେରାଙ୍କୁ ତାଙ୍କ ସ୍ବାମୀ ଗୁପ୍ତେଶ୍ୱର ବେହେରା ହତ୍ୟା କରିଥିବା ଅଭିଯୋଗ ହୋଇଛି।। ଗୁପ୍ତେଶ୍ବର ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକ। ସୂଚନା ଅନୁଯାୟୀ, ଗତ ରାତିରେ କୌଣସି କାରଣକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା। ପରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ହତ୍ୟା ପରେ ସ୍ତ୍ରୀର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ଆଣିବା ପରେ ଛାଡ଼ି ଫେରାର ମାରିଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking