34.1 C
Bhubaneswar
Friday, October 18, 2024
Homeଓଡିଶାପୁଣି ୧୭ରେ ଓଡିଶା ଆସିବେ ଶାହ

ପୁଣି ୧୭ରେ ଓଡିଶା ଆସିବେ ଶାହ

ଭୁବନେଶ୍ୱର : ବିଜେପି ଫୋକସରେ ଏବେ ରହିଛି ଓଡ଼ିଶା । ସେଥିପାଇଁ କେନ୍ଦ୍ରୀୟ ବେଜେପି ନେତୃବୃନ୍ଦ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଆଜି ଅମିତ ଶାହାଙ୍କ କଟକରେ ରୋଡ୍ ସୋ’ କାର୍ଯ୍ୟକ୍ରମ । ଆଜି ପରେ ପୁଣି ୧୭ ତାରିଖରେ ଓଡିଶା ଆସିବେ ଅମିତ ଶାହ । ୧୭ ତାରିଖରେ ରାଉଲକେଲାରେ ହେବାକୁ ଥିବା ଜନସଭାରେ ଉଦବୋଧଦନ ଦେବା ନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି।

କାଲି ଭୁବନେଶ୍ୱରରେ ଜେପି ନଡ୍ଡାଙ୍କ ରୋଡ୍ ସୋ’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking