19.1 C
Bhubaneswar
Thursday, February 12, 2026
Homeଓଡିଶାଭିଜିଲାନ୍ସ ହାତରେ ବରିଷ୍ଠ କିରାଣୀ

ଭିଜିଲାନ୍ସ ହାତରେ ବରିଷ୍ଠ କିରାଣୀ

କଟକ : ଭିଜିଲାନ୍ସ ହାତରେ କଟକ ଜିଲ୍ଲା ଡମପଡ଼ା ତହସିଲ ଅଫିସର ବରିଷ୍ଠ କିରାଣୀ। ତେବେ ୧୨ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଲା ଭିଜିଲାନ୍ସ।ସୂଚନା ଅନୁଯାୟୀ, କଟକ ଜିଲ୍ଲା ଡମପଡ଼ା ତହସିଲ ଅଫିସର ବରିଷ୍ଠ କିରାଣୀ ଜଣେ ବ୍ୟକ୍ତିଙ୍କର ଏକ ଜମି ପଟ୍ଟାର ଅବିକଳ ନକଲ କରିଦବା ପାଇଁ ତାଙ୍କ ଠାରୁ ୧୨ ହଜାର ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ବ୍ୟକ୍ତି ଜଣଙ୍କ ମନା କରିବାରୁ ବରିଷ୍ଠ କିରାଣୀ କହିଥିଲେ ଯେ ଯଦି ଟଙ୍କା ନ ଦେବ ତମର କାମ ହୋଇପାରିବ ନାହିଁ। ଏହାପରେ ଏହି ସମସ୍ତ ଘଟଣା ବାବଦରେ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇବା ସହିତ ଏକ ଅଭିଯୋଗ ଲେଖିଥିଲେ। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ୩ ହଜାର ଟଙ୍କା ବରିଷ୍ଠ କିରାଣୀଙ୍କୁ ମାଡ଼ି ବସିଥିଲା। ଏହାପରେ ଟଙ୍କା ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏହାପରେ ତାଙ୍କର ଘର ଏବଂ ଅଫିସ ୨ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ। ଏହାସହିତ ସମସ୍ତ ଘଟଣା ବାବଦରେ ମଧ୍ୟ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking