28.1 C
Bhubaneswar
Monday, December 15, 2025
Homeଓଡିଶାଧାନ ବଳିଲେ ଖୋଲା ବଜାରରେ ବିକ: ମନ୍ତ୍ରୀ

ଧାନ ବଳିଲେ ଖୋଲା ବଜାରରେ ବିକ: ମନ୍ତ୍ରୀ

ଭୁବନେଶ୍ୱର: ଧାନ ଉଠା ପ୍ରସଙ୍ଗରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଏବେ ଯାଏଁ ୬ଟି ଜିଲ୍ଲାର ରିପୋର୍ଟ ଆସିଛି । ଏଯାବତ ୧,୨.୪୩୯ ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଟୋକନ୍ ସମସ୍ୟା ଦୂର କରିବାକୁ ସରକାର ଚେଷ୍ଟା କରୁଛନ୍ତି । ସମସ୍ତଙ୍କ ଧାନ କିଣା ଯିବ କେହି ଅସୁବିଧାରେ ପଡିବେନି । ସରକାର ଚାଷୀଙ୍କଠାରୁ ନିର୍ଦ୍ଧାରିତ ଧନ ଉଠାଇବେ । ଟୋକେନ ପାଇନଥିବା ଚାଷୀଙ୍କୁ ଟୋକେନ ଦେବାକୁ ନିର୍ଦ୍ଦେଶ । ଟୋକେନ ବାଦ ଧାନ ବଳିଲେ ଖୋଲା ବଜାରରେ ବିକି ଦିଅନ୍ତୁ ଚାଷୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking