30.1 C
Bhubaneswar
Friday, March 20, 2026
Homeଓଡିଶାଶୁକ୍ରୁକୁ ଘେରିଲେ ସୁରକ୍ଷାକର୍ମୀ

ଶୁକ୍ରୁକୁ ଘେରିଲେ ସୁରକ୍ଷାକର୍ମୀ

ଭୁବନେଶ୍ୱର: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି ରହିଥିବା ଡିଜିପି ଖୁରାନିଆ ଗଣମାଧ୍ୟମକୁ କହିଛନ୍ତି।ଏଭଳି ସ୍ଥିତିରେ ରାୟଗଡ଼ା-କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ସୁରକ୍ଷାକର୍ମୀ ଟପ୍‌ କ୍ୟାଡର ମାଓବାଦୀ ନେତା ଶୁକ୍ରୁଙ୍କୁ ଘେରି ରହିଛନ୍ତି। ଫଳରେ ମାଓବାଦୀ ନେତା ଶୁକ୍ରୁ ସଙ୍କଟରେ ପଡିଛନ୍ତି। କୌଣସି ପରିସ୍ଥିତିରେ ସୁରକ୍ଷାକର୍ମୀ ମାଓବାଦୀ ନିପାତ ଅପରେଶନ କରିପାରନ୍ତି ବୋଲି ସୂଚନା ମିଳିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking