18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶସତ୍ୟେନ୍ଦ ଜୈନଙ୍କୁ ସିବିଆଇ ଜେରା

ସତ୍ୟେନ୍ଦ ଜୈନଙ୍କୁ ସିବିଆଇ ଜେରା

ନୂଆଦିଲ୍ଲୀ: ସିବିଆଇ ଅଧିକାରୀମାନେ ସୋମବାର ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ତିହାର ଜେଲ ପରିସରରେ ଜେରା କରିଥିବା ଜଣାପଡିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ପ୍ରସଙ୍ଗରେ ସିବିଆଇ ପକ୍ଷରୁ ସତ୍ୟେନ୍ଦ୍ରଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା । ସୂଚନାଯୋଗ୍ୟ ମନି ଲଣ୍ଡରିଂ ମାମଲାରେ ଗତବର୍ଷ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ସତ୍ୟେନ୍ଦ୍ର ବର୍ତ୍ତମାନ ତିହାର ଜେଲରେ କଏଦୀ ଜୀବନ ବିତାଉଛନ୍ତି । ତେବେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସତ୍ୟେନ୍ଦ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇନାହିଁ ।

ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ କଂଗ୍ରେସରେ ଯୋଗଦେଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking