34.8 C
Bhubaneswar
Thursday, April 9, 2026
Homeଓଡିଶାସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ

ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ

ଭୁବନଶ୍ୱର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତଙ୍କ ଇସ୍ତଫା ଗୃହୀତ ହୋଇଛି । ସସ୍ମିତ ପାତ୍ରଙ୍କ ଇସ୍ତଫା ଗ୍ରହଣ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୂଚନାଥାଉକି, ଗତକାଲି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ପାଇଁ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ ସସ୍ମିତ ପାତ୍ର । ଆଜି ତାହା ଗୃହୀତ ହୋଇଛି । ସସ୍ମିତଙ୍କୁ ସଂସଦୀୟ ନେତା ପଦରୁ ହଟାଇବା ପାଇଁ ନବୀନଙ୍କୁ ଚିଠି ଲେଖିଥିଲେ କିଛି ସାଂସଦ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking