39.5 C
Bhubaneswar
Monday, April 7, 2025
Homeଓଡିଶାଅଡୁଆ ସୃଷ୍ଟି କରିଛନ୍ତି ସସ୍ମିତ: ଗଣେଶ୍ୱର

ଅଡୁଆ ସୃଷ୍ଟି କରିଛନ୍ତି ସସ୍ମିତ: ଗଣେଶ୍ୱର

ଭୁବନେଶ୍ୱର: ୱକଫ  ବିଲକୁ ସସ୍ମିତଙ୍କ  ସମର୍ଥନକୁ ଗଣେଶ୍ୱର ବେହେରା ମନ୍ତବ୍ୟ  ଦେଇଛନ୍ତି । ସମ୍ବିତ ପାତ୍ର  ଦଳ ପାଇଁ  ଅଡୁଆ ସୃଷ୍ଟି କରିଥିବା  କହିଲେ ଗଣେଶ୍ୱର । ତାଙ୍କ ଭଳି ଅଭିଜ୍ଞ ନେତାଙ୍କ ଠାରୁ ଏହା ଆଶା କରାଯାଉନଥିଲା । ନିଷ୍ପତ୍ତି ନେବାର କ୍ଷମତା ସସ୍ମିତଙ୍କର ନାହିଁ । ଏକାକୀ , ସ୍ୱାଧୀନ ଭାବରେ ନିଷ୍ପତ୍ତି ନେଇଛନ୍ତି ସସ୍ମିତ । ଧର୍ମ ନିରପେକ୍ଷତା ଉପରେ ବିଶ୍ୱାସ କରୁଥିବା ଦଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking