25.9 C
Bhubaneswar
Tuesday, April 7, 2026
Homeଓଡିଶା ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା

 ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା

ଭୁବନେଶ୍ୱର : ଲୋକସେବା ଭବନ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି  ପ୍ରକାଶ ପାଇଛି । ସ୍ୱୀକୃତି ପ୍ରାପ୍ତ ଏବଂ ଅଣସ୍ୱୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ  ଲୋକସେବା ଭବନ ପ୍ରବେଶ ପାଇଁ ଅନୁମତି ମିଳିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking