26.1 C
Bhubaneswar
Sunday, December 7, 2025
Homeଓଡିଶାନବୀନଙ୍କ ‘ବେଇମାନ’ ମନ୍ତବ୍ୟକୁ କଡା କାଉଣ୍ଟର କଲେ ସମ୍ବିତ

ନବୀନଙ୍କ ‘ବେଇମାନ’ ମନ୍ତବ୍ୟକୁ କଡା କାଉଣ୍ଟର କଲେ ସମ୍ବିତ

ଭୁବନେଶ୍ୱର: ନବୀନଙ୍କ ବେଇମାନ ଓ ପ୍ରାର୍ଥୀ ଚୋରି ମନ୍ତବ୍ୟକୁ କଡା କାଉଣ୍ଟର  ।  ନୂଆପଡାରେ ପ୍ରେସମିଟରେ କଡା ସମାଲୋଚନା କରିଛନ୍ତି ସମ୍ବିତ ପାତ୍ର ।  କହିଛନ୍ତି, ନବୀନଙ୍କ ଏଭଳି ମନ୍ତବ୍ୟ ପରିବାରକୁ ଆଘାତ ଦେଇଛି । ବିଜେଡି ରାଜୁ  ଢେଲକିଆଙ୍କ ପରିବାର ପ୍ରତି ଖରାପ ବ୍ୟବହାର କରିଛନ୍ତି ।  ରାଜୁ ଭାଇଙ୍କୁ ରାଜନୈତିକ ବସ୍ତୁ ଭାବେ ଦେଖୁଛି ବିଜେଡି । ବସ୍ତୁର ଚୋରି ହୋଇପାରେ, କିନ୍ତୁ କୌଣସି ବ୍ୟକ୍ତିର ନୁହେଁ । ଜୁନରୁ ରାଜୁ ଭାଇ ହସ୍ପିଟାଲରେ ଥିଲେ, ହାର୍ଟ ଓ କିଡନୀ ଖରାପ ଥିଲା ।  ଚେନ୍ନାଇରେ ଙଆର୍ଟ ଟ୍ରାନ୍ସପ୍ଲାଣ୍ଟ ହେଲା , କିଡନୀ ଦେବାକୁ ପୁଅ ଜୟ ରାଜି ହୋଇଥିଲେ । କିନ୍ତୁ ୩ ଦିନ ଭିତରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଏହା ସମ୍ଭବ ହୋଇପାରିଲାନି ।  ୩ ମାସ ଭିତରେ ବିଜେଡିର କେହି ବି ନେତା ଦେଖା କରିବାକୁ ଆସିଲେନି କି ଫୋନଟିଏ କରିଲେନି । ଚାନ୍ଦା ମାଗି ରାଜୁଙ୍କ ପାର୍ଥିବ ଶରୀରକୁ ଏୟାର ଆମ୍ବୁଲାନ୍ସରେ ନୂଆପଡା ଅଣାଗଲା । ସେତେବେଳେ ଖର୍ଚ୍ଚ ଦିଆଯିବ କହିଥିଲେ ବିଜେଡି ନେତା । ଏ ଯାଏ ବି ତାହା ପାଇଲେନି । ଏତେବଡ ପାର୍ଟି ହୋଇ ୧୦, ୧୨ ଲକ୍ଷ ଦେଇପାରିଲେନି ।  ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟି ଚିହ୍ନ ଲଗାଇ ମାଇଲେଜ ନେବାକୁ ଉଦ୍ୟମ କଲେ । ସେହିଦିନ ବିଜେଡିରେ ନ ରହିବାକୁ ପରିବାର  ମନ ସ୍ଥିର କଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking