19.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗସ୍ତ୍ରୀ ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା !

ସ୍ତ୍ରୀ ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା !

ସମ୍ବଲପୁର : ସ୍ତ୍ରୀ ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା ସନ୍ଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି, ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ଅର୍ଜା ଗାଁ’ରେ ।
ସୂଚନା ଅନୁଯାୟୀ, ଗତକାଲି ମହିଳାଙ୍କ ମୃତଦେହ ଘରୁ ଉଦ୍ଧାର କରିଥିଲା ପୁଲିସ । ସ୍ତ୍ରୀର ମୃତ୍ୟୁପରେ ମ୍ରିୟମାଣ ହୋଇ ସ୍ୱାମୀ ବିଷପାନ କରିଥିବା ସନ୍ଦେହ କରାଯାଉଛି । ମହାନଦୀ କୂଳରୁ ମୃତଦେହ ଉଦ୍ଧାର ପରେ ଆତ୍ମହତ୍ୟା ସନ୍ଦେହ ବଢ଼ିଛି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ନେଇ ଗାଁ’ରେ ଶୋକର ଛାୟା ଖେଳିଯାଇଛି ।
https://onakhabar.com/2020/06/14/son-killed-his-mother-at-sonepur/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking