ଭୁବନେଶ୍ୱର: ଏପ୍ରିଲ ୩୦ ସୁଦ୍ଧା ସାଲିଆ ନିକଟ ବାମ ସମାନ୍ତରାଳ ରାସ୍ତା ଖୋଲିବ । ନିର୍ମାଣଧୀନ କାର୍ଯ୍ୟର ସମୀକ୍ଷା ପରେ ଏକ୍ସରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବଢୁଥିବା ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଏହି ରାସ୍ତା ଏକ ମୁଖ୍ୟ ମାଧ୍ୟମ । ସିଆରପିଏଫ ଛକ, ଉତ୍କଳ ହସ୍ପିଟାଲ, ଇନଫୋସିସକୁ ଯୋଗାଯୋଗ ସହଜ ହେବ ।










