19.1 C
Bhubaneswar
Wednesday, February 11, 2026
Homeଓଡିଶାଓଏସଏସଏସସି ବିରୋଧରେ ଗର୍ଜନ; ହଜାର ହଜାର ପରୀକ୍ଷାର୍ଥୀ ଏକାଠି

ଓଏସଏସଏସସି ବିରୋଧରେ ଗର୍ଜନ; ହଜାର ହଜାର ପରୀକ୍ଷାର୍ଥୀ ଏକାଠି

ଭୁବନେଶ୍ୱର : ଓଏସଏସଏସସି ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ । ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ ଆରଆଇ,ଏଆରଆଇ,ଅମିନ,ଆସିଡିଏସ ପରୀକ୍ଷା ଆଦି ବାତିଲ ଦାବିରେ ବିକ୍ଷୋଭ । ଏକାଧିକ ପରୀକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ କଲେ ପରୀକ୍ଷାର୍ଥୀ । ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking