26.1 C
Bhubaneswar
Saturday, October 19, 2024
Homeଓଡିଶାରୁକୁଣା ରଥ ନୀତିକାନ୍ତି ବିଳମ୍ବ

ରୁକୁଣା ରଥ ନୀତିକାନ୍ତି ବିଳମ୍ବ

ଭୁବନେଶ୍ବର: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ନୀତିକାନ୍ତି ଅଢେଇ ଘଣ୍ଟା ବିଳମ୍ବରେ ଚାଲୁଛି। ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି। ବ୍ରାହ୍ମଣ ନିଯୋଗ ସମ୍ପାଦକ ରଥ ପ୍ରସ୍ତୁତିରେ ବିଳମ୍ବ ଓ ମନ୍ଦିର ପ୍ରଶାସନର ଅବହେଳାକୁ ଏଥିଲାଗି ଦାୟୀ କରିଛନ୍ତି। ଯଦି ଏହି ଭଳି ଭାବେ ବିଳମ୍ବରେ ନୀତି ଚାଲେ, ତେବେ ପହଣ୍ଡି ବିଳମ୍ବ ହେବା ସହ ୫ ଟା ବେଳେ ରଥ ଟଣା ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ କହିଛନ୍ତି।

ଆଜି ପବିତ୍ର ଅଶୋକାଷ୍ଟମୀ, ଗଡିବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking